About Us
ନଦୀ ବୈତରଣୀ ନାମାଂ ଦୁର୍ଗନ୍ଧା ରୁଧିର ବହାଃ ଉଷ୍ଣତୋୟା ମହାବେଗାଂ ଅସ୍ଥି କେଶ ତରଙ୍ଗିଣୀ ଯମଦ୍ୱାରେ ମହାଘୋରେ ତବତାଃ ବୈତରଣୀଂ ନଦୀଂ କ୍ଷେତ୍ରେଃ ବୈବସ୍ଵତ ରାଜନ୍ "ବ" କାର ପଞ୍ଚ ଦୁର୍ଲଭାଃ
ବୈତରଣୀ ମହାଭାଗେ, ଗୋବିନ୍ଦ ଶଙ୍କର ପ୍ରିୟେଃ ସ୍ନାନେ ପାପଂ ହରଂ ଦେବୀ, ମାଂ ବୈତରଣୀ ନମସ୍ତୁତେଃ
ରାଜା ଯଯାତି କେଶରୀ କାନ୍ୟ କୁବଜରୁ ଦଶ ସହସ୍ର ବ୍ରାହ୍ଣଣ ମାନଙ୍କୁ ଆଣି ଯାଜପୁରରେ ଅବସ୍ଥାନ କରିଥିଲେ ଏବଂ ଦଶାଶ୍ୱମେଧ ଘାଟ ରେ ଅଶ୍ଵ ମେଧ ଯଜ୍ଞ କରିଥିଲେ। ଏହି ଦଶାଶ୍ୱମେଧ ଘାଟରେ ପିତୃ ମାତୃ ମୋକ୍ଷ ପ୍ରାପ୍ତି ପାଇଁ ଅସ୍ଥି ବିସର୍ଜନ, ପିଣ୍ଡଦାନ, ତର୍ପଣ କରନ୍ତି। ରାଜସ୍ଥାନର ମାରୱାଡି ମାନେ ଏଠାକୁ ଆସି ଗୋ ଦାନ, ଗୋ ପୂଜନ, ଗୋ ତର୍ପଣ ଆଦି କରନ୍ତି। ତେଲୁଗୁ,ତାମିଲି,କନ୍ନଡ ଯାତ୍ରୀ ମାନେ ଆସି ପିଣ୍ଡ ପ୍ରଦାନ, ସ୍ଵୟଂପାକ ଦାନ, ତର୍ପଣ, ଗୋ ପୂଜନ କରନ୍ତି।
ବୈତରଣୀ ତିନି ଭାଗରେ ବିଭକ୍ତ -କ୍ରିଷ୍ଣା ବୈତରଣୀ, ତବତା ବୈତରଣୀ, ତରଙ୍ଗିଣୀ ବୈତରଣୀ
ଯାଜପୁର ପାଞ୍ଚଟି "ବ" ଦୁର୍ଲଭ ଅଟେ ବରାହ, ବିରଜା, ବୈତରଣୀ, ବେଦ, ବିପ୍ର
King Yayati Keshari brought ten thousand Brahmins from Kanya Kubaj and settled in Jajpur and performed horse sacrifice at Dasaswamedh Ghat. In this Dasaswamedh ghat, the father and mother perform bone scattering, pinddan and tarpan to get moksha. The Marwaris of Rajasthan come here and do cow donation, cow worship, cow tarpan etc. Telugu, Tamil, Kannada pilgrims come and offer pinds, donate food, tarpan, cow worship.
राजा ययाति केशरी ने कन्या कुब्ज से दस हजार ब्राह्मणों को लाकर जाजपुर में बसाया और दशाश्मेध घाट पर अश्व यज्ञ किया। इस दशाश्मेध घाट पर माता-पिता मोक्ष प्राप्ति के लिए अस्थि विसर्जन, पिंडदान और तर्पण करते हैं। राजस्थान के मारवाड़ी यहाँ आकर गौ दान, गौ पूजा, गौ तर्पण आदि करते हैं। तेलुगु, तमिल, कन्नड़ तीर्थयात्री आते हैं और पिंडदान करते हैं, भोजन दान करते हैं, तर्पण करते हैं, गाय की पूजा करते हैं।